ଅନ୍ତରାଷ୍ଟ୍ରୀୟ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କଶ୍ମୀରର ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ଇଶିବା ସିଗେରୁଙ୍କ ପତ୍ନୀଙ୍କୁ ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଇଛନ୍ତି। ଲଦାଖର ଚାଙ୍ଗଥାଙ୍ଗି ଛେଳିର ସୂକ୍ଷ୍ମ ପଶମରୁ ତିଆରି ଏହି…