ଜାତୀୟ ଖବର ଓଡିଶାରେ ଥିବା ପାକିସ୍ଥାନ ନାଗରିକଙ୍କୁ ଦେଶ ଛାଡି ଯିବାକୁ ପକ୍ରିୟା ଆରମ୍ଭ, ଦିଆଗଲା ନୋଟିସ ଭୁବନେଶ୍ବର: ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା ପରେ ଭାରତରେ ଥିବା ପାକିସ୍ଥାନୀଙ୍କୁ ଦେଶ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ଓଡିଶାରେ ଥିବା ପାକିସ୍ଥାନୀ…