ଆଜିର ଖବର କୋଲକାତାରେ ଶ୍ୱାସକ୍ରିୟା ସଂକ୍ରମଣ ହେତୁ ପାଞ୍ଚ ଶିଶୁ ମୃତ, ମୁଖ୍ୟମନ୍ତ୍ରୀ କଲେ ଜରୁରୀକାଳୀନ ବୈଠକ କୋଲକାତା: ପଶ୍ଚିମବଙ୍ଗ ସହରର ଶ୍ୱାସକ୍ରିୟା ସଂକ୍ରମଣ ହେତୁ ଗତ ୨୪ ଘଣ୍ଟାରେ ପାଞ୍ଚ ଶିଶୁ ମୃତ୍ୟୁବରଣ କରିଛନ୍ତି। ଯାହା ରାଜ୍ୟରେ ଆଡେନୋଭାଇରସ୍ ବଢୁଥିବା ମାମଲର ଆଶଙ୍କା ବୃଦ୍ଧି…