ବିଶେଷ ଖବର ପ୍ରଧାନଙ୍କ ଗଡରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି ଧର୍ମେନ୍ଦ୍ରଙ୍କ ଅଞ୍ଚଳକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି…