ଆଜିର ଖବର ନିଜ କାର ଭିତରେ ବସ, ଟିକା ନିଅ, ବିଏମସି ଆରମ୍ଭ କଲା ନୂଆ ଅଭିଯାନ, ପାର୍କିଂ ଭ୍ୟାକସିନ ଭୁବନେଶ୍ବର, ସୁବିଧା ଉପାୟରେ କିପରି କୋଭିଡ ଟିକାକରଣ କରାଯିବ ସେ ନେଇ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କାର ପାର୍କିଂଗୁଡିକ ଏହି ଟିକାକରଣ ପାଇଁ…