ଜାତୀୟ ଖବର ଖୁସି ଖବର, ପାର୍ବଣ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧି ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବଢିଲା, ଜାଣନ୍ତୁ ଟ୍ରେନ ଛାଡିବା ସମୟ ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଟି ଯୋଡ଼ା ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ…