ଆଜିର ଖବର ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ ପୁରୀ: ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ବଡ ପ୍ରୟାସ। ଭକ୍ତଙ୍କୁ ଉତ୍ତମ ଆଚାର ବ୍ୟବହାର ସହ ମହାପ୍ରଭୁଙ୍କ ନୀତିକାନ୍ତି…