ପାସେଞ୍ଜର ସ୍ପେଶାଲ ଟ୍ରେନ

ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି। ୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର…