ଆଜିର ଖବର ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ପାହାଡ଼ର ଗଡଖୋର୍ଦ୍ଧା ପଟୁ ଏହି ନିଆଁ ଲାଗିଥିବା…