ଆଜିର ଖବର ପି.ଏମ୍. ଜନମନ୍ ଯୋଜନାର କାର୍ଯ୍ୟକାରୀ ଅନୁଧ୍ୟାନ କରିବାକୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପି.ଏମ୍. ଜନମନ୍ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ୧,୦୫୫ଟି ପିଭିଟିଜି ଜନ ବସତି ପାଇଁ ‘ମୋବାଇଲ ମେଡିକାଲ ୟୁନିଟ’ ବ୍ୟବସ୍ଥା କରାଯାଇଛି, ଏହି ଲକ୍ଷ୍ୟ ପୂରଣରେ…