ଆଜିର ଖବର ପିଏମଏଲଏର ଶୁଣାଣି କରୁଥିବା ଖଣ୍ଡପୀଠକୁ ଭଙ୍ଗ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କାହିଁକି ପଦକ୍ଷେପ ନେବାକୁ ପଡ଼ିଲା? ନୂଆଦିଲ୍ଲୀ: ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବ୍ୟବସ୍ଥାର ବୈଧତା ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିଜକୁ ଭାଙ୍ଗି ଦେଇଛନ୍ତି । ପିଏମଏଲଏ ରାୟର…