ଜାତୀୟ ଖବର ଆଦିବାସୀ ଅଞ୍ଚଳରେ ବିଭିନ୍ନ ଯୋଜନାର ପ୍ରଚାର ପାଇଁ ଚାଲିବ ପ୍ରଧାନମନ୍ତ୍ରୀ-ଜନମନ ମିଶନ ଅଭିଯାନ ନୂଆଦିଲ୍ଲୀ: ଦେଶର ୧୯୪ଟି ଜିଲ୍ଲାର ବିଶେଷ ଭାବେ ବିଲୁପ୍ତ ପ୍ରାୟ ଜନଜାତି ଗୋଷ୍ଠୀ (ପିଭିଟିଜି) ବସ୍ତି ଏବଂ ପିଭିଟିଜି ପରିବାରମାନଙ୍କ ନିକଟରେ ପହଞ୍ଚିବା ଉଦ୍ଦେଶ୍ୟରେ କେନ୍ଦ୍ର ଆଦିବାସୀ…