ଆଜିର ଖବର ୭-୧୧ବର୍ଷର ପିଲାମାନଙ୍କୁ ଟୀକା: କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ଲାଗି ସୁପାରିଶ ନୂଆଦିଲ୍ଲୀ: ସାତରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାକୁ ଶୁକ୍ରବାର ଦିନ ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟିର…