ଆଜିର ଖବର କଂଗ୍ରେସକୁ ଦ୍ଵିତୀୟ ଝଟକା: ସୁସ୍ମିତା ଦେବଙ୍କ ପରେ ତ୍ରିପୁରାର କାର୍ଯ୍ୟକାରୀ ସଭାପତି ପୀୟୁଷ କାନ୍ତି ଦେଲେ ଇସ୍ତଫା ଅଗରତାଲା: ଏକ ସପ୍ତାହ ମଧ୍ୟରେ କଂଗ୍ରେସକୁ ଦ୍ଵିତୀୟ ଝଟକା ଲାଗିଛି। ବର୍ତ୍ତମାନ ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀୟୁଷ କାନ୍ତି ବିଶ୍ଵାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…