ଖେଳ ବିଦ୍ୟାଳୟରେ ୭୫ଟି ପାରମ୍ପରିକ କ୍ରୀଡ଼ାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହେଲା ପ୍ରୟାସ ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ…