ପୁରୀର ନାମ ପରିବର୍ତ୍ତନ

ନୂଆଦିଲ୍ଲୀ: ପୁରୀର ନାମ ପରିବର୍ତ୍ତନ ପାଇଁ ଜଗନ୍ନାଥ ସେନା ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ବହୁତ ସମୟ ଆଲୋଚନା ପରେ ନିଷ୍ପତ୍ତି ହେଲା…