ଜାତୀୟ ଖବର କିଏ କହିଲା ନବୀନ ପଟ୍ଟନାୟକ ଅସୁସ୍ଥ, ସେ ପୁରା ଫିଟ, ଶ୍ରୀମନ୍ଦିର ଚାରିପଟେ ଚାଲିଚାଲି କଲେ ପରିକ୍ରମା ଭୁବନେଶ୍ବର, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଖବର କରିବା ପାଇଁ ବେଶ୍ ମଜା ଲାଗେ। ହଠାତ ଟିଆରପି ବଢାଇବା…