ପୁରୀରେ ମୋଦୀଙ୍କ ରୋଡ ସୋ

ପୁରୀ: ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଏକ ବିଶାଳ ରୋଡ ସୋ କରିଛନ୍ତି। ସେ ଶ୍ରୀମନ୍ଦିରରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ବିଶାଳ ଜନସମାବେଶକୁ…