ପୁଷ୍ପ

ଉପେନ୍ଦ୍ର ବଳିୟାରସିଂହ ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?”…