ଆଜିର ଖବର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିଓ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କହିଲେ ଏଭଳି କଥା ନୂଆଦିଲ୍ଲୀ: ପୂର୍ବତନ ବିଜେପି ନେତା ବାବୁଲ ସୁପ୍ରିଓ ଆଜି ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବାବୁଲ ସୁପ୍ରିଓ ଏକ ମାସ ପୂର୍ବରୁ ବିଜେପି ଛାଡି ତୃଣମୂଳ କଂଗ୍ରେସରେ…