ଆଜିର ଖବର ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ ନୂଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି…