ଆଜିର ଖବର ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ପେସା ଆଇନ ଉପରେ ଜାତୀୟ କର୍ମଶାଳା ନୂଆଦିଲ୍ଲୀ: ଝାଡ଼ଖଣ୍ଡ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆଜି ରାଞ୍ଚିରେ ପେସା ଆଇନ ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିବ। ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ) ଆଇନ,…