ଅପରାଧ ଜଙ୍କିଆ: ବେଆଇନ ପଥର ଖଣି ଉପରେ ଚଢାଉ, ତିନି ହାଇୱା ସମେତ ପୋକଲିନ ଜବତ, ଚାରି ଗିରଫ ଜଙ୍କିଆ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକ ବେଆଇନ ପଥର ଖଣିରେ ପୋଲିସ ଚଢ଼ାଉ କରି ତିନି ଗୋଟି ମୋରମ ବୋଝେଇ ହାଇୱା…