ଆଜିର ଖବର ପୋଖରୀରେ ବୁଡି ବୃଦ୍ଧ ମୃତ ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନରେ ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମ ପୋଖରୀରେ ଜୈନିକ ବୃଦ୍ଧ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ପ୍ରକାଶ ଯେ, ରେଢ଼ାଖୋଲ…