ଆଜିର ଖବର ପୋଲିସ କନଷ୍ଟେବଳ ନିଜକୁ ମାରିଲେ ଗୁଳି: ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ କରାଗଲା ଭର୍ତ୍ତି ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ପୋଲିସ କନଷ୍ଟେବଳ ନିଜକୁ ଗୁଳି କରିଛନ୍ତି। ଯାହା ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ସୂଚନାନୁସାରେ, ଆଜି ସକାଳ ପ୍ରାୟ…