ଆଜିର ଖବର ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ପ୍ରଚାର ବନ୍ଦ ନିର୍ଦ୍ଦେଶକୁ କଂଗ୍ରେସ ନେତା ଜ୍ଞାନେନ୍ଦ୍ରଙ୍କ ନିନ୍ଦା ଭୁବନେଶ୍ୱର: ଭାରତ ବର୍ଷରେ ଗଣତନ୍ତ୍ର ଯେଉଁ ବିପନ୍ନ ଅବସ୍ଥାକୁ ଆସିଛି ତାହାର ଜ୍ୱଳନ୍ତ ପ୍ରମାଣ ଆଜି ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତିରୁ ପ୍ରମାଣିତ ହୋଇଯାଇଛି ବୋଲି ବରିଷ୍ଠ…