ଅନ୍ତରାଷ୍ଟ୍ରୀୟ ଦ୍ରୁତ ବୋଲର ଟି. ନଟରାଜନ କରୋନା ପଜିଟିଭ: ଜାଣନ୍ତୁ, ଆଜିର ମ୍ୟାଚକୁ ନେଇ କ’ଣ କହିଲା ବିସିସିଆଇ ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ…