ଆଜିର ଖବର ପାକିସ୍ତାନ ଏବଂ ଚୀନ୍ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲେ ଭାରତ ସରକାର, ଏହା ଯଥେଷ୍ଟ କି? ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ତିକ୍ତତା ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ୨୦୨୩-୨୪ ପାଇଁ…