ଅନ୍ତରାଷ୍ଟ୍ରୀୟ ଇତିହାସ ରଚିଲା ଭାରତୀୟ ମହିଳା ଦଳ: ଇଂଲଣ୍ଡକୁ ହରାଇ ଜିତିଲା ପ୍ରଥମ ଅଣ୍ଡର-୧୯ ଟି-୨୦ ବିଶ୍ୱକପ ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଅଣ୍ଡର -୧୯ ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା ଦଳ ଇତିହାସ ସୃଷ୍ଟି କରିଛି। ମହିଳା…