ଆଜିର ଖବର ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଟସ୍ ଜିତି ପ୍ରଥମେ ବୋଲିଂ କରିବ ଟିମ ଇଣ୍ଡିଆ, ପଢନ୍ତୁ ପ୍ଲେଇଂ ଏକାଦଶ ନୂଆଦିଲ୍ଲୀ: ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି…