ଆଜିର ଖବର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜନ୍ମ ନେଲା ଏକ ବାଛୁରୀ, ତା କପାଳରେ ରହିଛି ଜ୍ୟୋତି ଚିହ୍ନ, ଦେଖନ୍ତୁ Video ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ଛୁଆ ଜନ୍ମ ହୋଇଛି। ପ୍ରଧାନମନ୍ତ୍ରୀ ତାହାର ନାମ ରଖିଛନ୍ତି ଦୀପଜ୍ୟୋତି। ତେବେ ସେ…