ଆଜିର ଖବର ହଠାତ୍ ଭାରତର ପ୍ରଶଂସା କଲା ଚୀନ୍, ଜାଣନ୍ତୁ କାହିଁକି ବାନ୍ଧୁଛି ପ୍ରଶଂସାର ସେତୁ ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଏହି ସମୟରେ ଚୀନ୍ ଭାରତକୁ ପ୍ରଶଂସା କରିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଆସନ୍ତୁ ଜାଣିବା…