ଆଜିର ଖବର କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତିର୍କୀ ଓ ପ୍ରଶାନ୍ତ ଚମ୍ପତି ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶିଷ୍ଟ କ୍ରୀଡ଼ାବିତ ତଥା ଆନ୍ତର୍ଜାତିକ ହକି ଖେଳାଳି ପ୍ରବୋଧ ତିର୍କୀ ଏବଂ ଭୁବନେଶ୍ୱରର ଜିଲ୍ଲା ବିଜେଡ଼ିର ସାଧାରଣ…