ଆଜିର ଖବର ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଲିମିଟେଡ୍ ଭାରତୀୟ ସୌନ୍ଦର୍ଯ୍ୟ ଏବଂ ୱେଲନେସ ବ୍ରାଣ୍ଡ ପାହାଡ଼ି ଲୋକାଲ ଏବଂ ଏହାର ବ୍ୟବସାୟକୁ ଅଧିଗ୍ରହଣ କରିଛି। ଏହି ବ୍ରାଣ୍ଡଟି ପାହାଡ଼ି ଗୁଡନେସ୍…