ଆଜିର ଖବର ପୁଣି ଥରେ ଶିକ୍ଷକ ହେଲେ ମୁଖ୍ୟମନ୍ତ୍ରୀ, ପିଲାଙ୍କ ହାତ ଧରି ଆରମ୍ଭ କଲେ ପିଲାଙ୍କ ଖଡି ଛୁଆଁ ଭୁବନେଶ୍ୱର: କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ। ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ। ସେମାନଙ୍କ…