ବିଶେଷ ଖବର ଆଜିଠୁ ବୁଷ୍ଟର ଡୋଜ, ପ୍ରଥମ ଦୁଇ ଡୋଜର କେତେ ଦିନ ପରେ ଏବଂ କାହାକୁ ଏହା ଦିଆଯିବ ଭୁବନେଶ୍ବର: ଆଜିଠାରୁ ସାରା ଭାରତରେ ଆରମ୍ଭ ହେଉଛି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ। ଓଡିଶାରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…