ଆଜିର ଖବର ପ୍ରିଜିମ୍-ଏସଜି ପୋର୍ଟାଲର ଶୁଭାରମ୍ଭ ଭିତ୍ତିଭୂମି ବିକାଶରେ ଦକ୍ଷତା, ସ୍ୱଚ୍ଛତା ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟ ବୃଦ୍ଧି ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ…