ଆଜିର ଖବର ଆଜି ସନ୍ଧ୍ୟା ୪ ଟା ୩୦ରେ ନିର୍ବାଚନ କମିଶନଙ୍କ ପ୍ରେସ ମିଟ୍: ନିର୍ବାଚନ ଲାଗି ହୋଇପାରେ ତାରିଖ ଘୋଷଣା ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନ ପ୍ରେସ ମିଟ୍ କରିବାକୁ ଯାଉଛନ୍ତି। ସନ୍ଧ୍ୟା ୪ ଟା ୩୦ ମିନିଟରେ ନିର୍ବାଚନ କମିଶନ ପ୍ରେସ ମିଟ୍ କରିବେ। ତେବେ ଏହି…