ଅପରାଧ ମୁମ୍ବାଇରେ ୮୦ ଲକ୍ଷ ମୂଲ୍ୟର ନକଲି ନୋଟ ଜବତ, କୃଷକ ଗିରଫ ମୁମ୍ବାଇ: ମହାରାଷ୍ଟ୍ର ପୱଇରେ ୫୦୦ ଟଙ୍କିଆ ୧୬ ହଜାର ଟି ନକଲି ନୋଟ ସହିତ ଜଣେ ୩୧ ବର୍ଷିୟ ଚାଷୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏଗୁଡ଼ିକ…