ଆଜିର ଖବର “ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର ଭୁବନେଶ୍ବର:ଭୁବନେଶ୍ବର କେଶରୀ ଟକିଜ୍ ରେ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ପ୍ରଦର୍ଶିତ ହୋଇଥିଲା। ଦର୍ଶକମାନଙ୍କ ଦ୍ବାରା ଫାଷ୍ଟଲୁକ୍ ବେଶ୍ ଆଦୃତ ହୋଇଥିଲା। ଏହି ଫାଷ୍ଟଲୁକ୍ ପ୍ରଦର୍ଶନ ସମୟରେ…