ଆଜିର ଖବର ଫୁଟବଲ ମ୍ୟାଚ୍ ସମୟରେ ବଜ୍ରପାତ, ଦୁଇ ଦର୍ଶକ ମୃତ ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଝାଡଖଣ୍ଡର ଡୁମକା ଜିଲ୍ଲାରେ ଏକ ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ ହେବା ପରେ ଦୁଇ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ…