ଅନ୍ତରାଷ୍ଟ୍ରୀୟ ଫେବୃଆରୀରେ ପ୍ରତିଦିନ ପଡ଼ିଆରେ ଦେଖାଯିବ ଟିମ ଇଣ୍ଡିଆ!, ଏହି ମାସର କାର୍ଯ୍ୟସୂଚୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ୨୦୨୩ ବର୍ଷର ଆରମ୍ଭ ସହିତ ଜାନୁଆରୀ ମାସରେ ଭାରତୀୟ କ୍ରିକେଟ୍ ର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ଥିଲା, ଫେବୃଆରୀ ମାସରେ ମଧ୍ୟ ଏହିପରି କିଛି ଦେଖାଯିବ।…