ଆଜିର ଖବର ଏହି ଜିଲ୍ଲାର ସମଗ୍ର ଅଞ୍ଚଳରେ ଲାଗୁ ହେଲା ସପ୍ତାହନ୍ତ ସଟଡ଼ାଉନ ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା।…