ଆଜିର ଖବର ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ପାଇଁ ମତ ଦେଲା ଏଭିଜିସି ଟାସ୍କ ଫୋର୍ସ ନୂଆଦିଲ୍ଲୀ: ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ (ଏଭିଜିସି) ଟାସ୍କ ଫୋର୍ସ ଏଭିଜିସି କ୍ଷେତ୍ରର ସମନ୍ୱିତ ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ବ୍ୟବସ୍ଥା…