ଆଜିର ଖବର ବଡ଼ମ୍ବା ବ୍ଲକ୍ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ଭୁବନେଶ୍ଵର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ରତାପାଟ ଏବଂ ଦାଶରଥୀପୁର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପ ଯାତ୍ରାର ସଚେତନତା ବାହନ ଗାଁରେ…