ଆଜିର ଖବର ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର ଭୁବନେଶ୍ବର: ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରୀମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ…