ଆଜିର ଖବର ‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର ନୂଆଦିଲ୍ଲୀ: ଭାରତୀୟ ରେଳବାଇ (ଆଇ. ଆର.) ସମାଜର ସମସ୍ତ ବର୍ଗଙ୍କୁ ସୁଲଭ, ଉତ୍ତମ ମାନର ସେବା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି। ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାରେ ଉନ୍ନତି…