ଆଞ୍ଚଳିକ ଅନ୍ତ ହେବ ୨୧ ବର୍ଷର ଅପେକ୍ଷା: ୨୨ ରେ ବନ୍ଧୁମିଳନ ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍ର ନିଷ୍ପତ୍ତି ଭୁବନେଶ୍ୱର: ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ପଢା ଶେଷ କରିବା ପରେ ବହୁ ବର୍ଷ ଧରି ବନ୍ଧୁମାନେ ଏକାଠି ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ…