ଆଜିର ଖବର ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ ଜାମନଗର: ଗୁଜରାଟର ଜାମନଗରରେ ସ୍ଥିତ ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହାର ଏକ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…