ଆଜିର ଖବର ଏମସିଡି ନିର୍ବାଚନ ଜିତିଲେ ଆମ୍ ଆଦମୀ ପାର୍ଟିର ସବୁଠାରୁ ଚର୍ଚ୍ଚିତ ପ୍ରାର୍ଥୀ ବବି କିନ୍ନର ନୂଆଦିଲ୍ଲୀ: ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି ଏବଂ ଏପର୍ଯ୍ୟନ୍ତ ଘୋଷଣା ହେଇଥିବା ୨୨୯ ଟି ଆସନରୁ ଆମ୍ ଆଦମୀ…